ମଣ୍ଡିରୁ ଉଠୁନି ଧାନ । ଦିନରାତି ପରିଶ୍ରମ କରିବା ପରେ ଏବେ ଧାନ ବିକ୍ରି ପାଇଁ ଦିନରାତି ଉଜାଗର ରହୁଛି ଚାଷୀ । ଗୋପର ବିଭିନ୍ନ ମଣ୍ଡିରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା । ବିଭାଗୀୟ ଅଧିକାରୀ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା ଯୋଗୁ ଶୋଷଣର ଶିକାର ହେଉଛି ଚାଷୀ ...
#ArgusNews #Odisha #Puri #farmers
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app