ଓୟୁଏଟି କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ଛାତ୍ରଛାତ୍ରୀ । ପ୍ଲାକାର୍ଡ଼ ଧରି ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ପରୀକ୍ଷା ତାରିଖ ତୁରନ୍ତ ଘୋଷଣା କରିବା ପାଇଁ ଦାବି । ଖାଲି ଏତିକି ନୁହେଁ ଭବିଷ୍ୟତକୁ ଅନ୍ଧାରରେ ବିଶ୍ୱବିଦ୍ୟାଳୟ କତୃପକ୍ଷ ଠେଲି ଦେଉଛନ୍ତି ବୋଲି ଅଭିଯୋଗ କଲେ ଛାତ୍ରଛାତ୍ରୀ ...
#ArgusNews #OdishaNews #OUAT_Exam