ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସିଲୁ ସାର୍ଙ୍କୁ ପ୍ରଶଂସା କରିଛନ୍ତି .... ସିଲୁ ସାରଙ୍କ ଠାରୁ ଟ୍ରେନିଂ ନେଇ ଅନେକ ଯୁବକ ସେନାରେ ଭର୍ତି ହୋଇଛନ୍ତି ଏବଂ ନାୟକ ସାର୍ ସାରା ଦେଶ ପାଇଁ ନାୟକ ସୃଷ୍ଟି କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନରେ କହିଥିଲେ ...
#ArgusNews #MannKiBaat #PM_MoDI
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app