ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିସ କରିବ ଶ୍ରୀମନ୍ଦିର ପରିଚାଳନା କମିଟି । ରତ୍ନଭଣ୍ଡାରରର ରତ୍ନ ସୁରକ୍ଷିତ ନେଇ ଅନେକ ତୁମ୍ୱିତୋଫାନ ପରେ ଆଜି ଏ ନେଇ ସୁଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଦାମ ମହାପାତ୍ର । ତେବେ ପ୍ରଶ୍ନ, ଏତିହ୍ୟ କରିଡର ପାଇଁ ଜୋରଦାର କସରତ ଚାଲିଥିବା ବେଳେ ନକଲି ଚାବି ମିଳିବାର ତିନି ବର୍ଷ ପରେ କାହିଁକି ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇପାରୁନାହାଁନ୍ତି ସରକାର....
#ArgusNews #Odisha #Puri #Ratnabhandar