ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମଞ୍ଚେଶ୍ୱର ଝରଣସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଛୋଟେଲାଲ ବେସେରା । ଛୋଟେଲାଲଙ୍କ ପତ୍ନୀ ଘଟଣାରେ ଗୁରୁତର ହୋଇଥିବାବେଳେ ଝିଅ ମଧ୍ୟ ଆହତ ହୋଇଛନ୍ତି .....
#ArgusNews #Bhubaneswar #Mancheswar #MurderinBhubaneswar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app