ଲୁଟେରାଙ୍କ ଗୁଳିର ଶିକାର ହେଲେ ସୁନା ଦୋକାନୀ । ଦିନ ଦ୍ବିପ୍ରସହରରେ ଗୁଳିମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ । ସୁନ୍ଦର ବଡ ଗାଁ ଅଂଚଳରେ ଘଟିଛି ଏହି ଭୟାନକ ଘଟଣା । ପୋଲିସ ସିସିଟିଭି ପୁଟେଜକୁ ନେଇ ତଦନ୍ତ ଜାରି ରଖିଛି । ଗୁଳିମାଡ଼ରେ ଗୁରୁତର ଅବସ୍ଥାରେ ସୁନା ଦୋକାନୀଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି.....
#ArgusNews #Odisha #Sundargarh #Loot #Firing