ଆଜି 6 ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିଛି କଂଗ୍ରେସ । ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଥିଲା । ଦୋକାନ, ବଜାର ସହ ବନ୍ଦ ରହିଥିଲା ଗାଡି ଚଳାଚଳ । ଯାହାକୁ ନେଇ ରାଜଧାନୀରେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା....
#ArgusNews #Odisha #Strike #Congress #Jatri #Irritation