#କାହିଁକି_ଚୁପ୍_ବସିଛନ୍ତି_ସନ୍ତୋଷ_ଉପାଧ୍ୟୟ ?
କାହିଁକି ଚୁପ ଜେଲ ଡିଜି ?
ସନ୍ତୋଷ ଉପାଧ୍ୟୟଙ୍କ ଭୂମିକା ଏବେ ସନ୍ଦେହ ଘେରରେ?...ସମ୍ବଲପୁର ଜେଲରୁ ହାଇଦର ଆସିଥିବା ବେଳେ କାହିଁକି କମିଶନରେଟ୍ ପୋଲିସକୁ ଦିଆଯାଇନଥିଲା ଖବର....
#ArgusNews #Odisha #Jail #DG #SantoshKumarUpadhyay #Gangster #Haider #Arrest