#ସରକାର_ଜୀବନ_ଦେଉଛନ୍ତି_ମଦ_ଦେଇକି_ଜୀବନ_ନେଉଛନ୍ତି
#ଗାଁରେ_ମଦ_ଦୋକାନ_ବନ୍ଦ_କରନ୍ତୁ
ମଦ ପାଇଁ ହାଲ୍ଲା ବୋଲ୍...ମଦ ଦୋକାନକୁ ବିରୋଧ କରି ତାତିଲେ ମହିଳା । ଆଉ ଗାଁ ଭିତରେ ସରକାରଙ୍କ ପକ୍ଷରୁ ଖୋଲାଯାଉଥିବା ମଦ ଦୋକାନକୁ ବନ୍ଦ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବଡଚଣାର ମହିଳାମାନେ....
#ArgusNews #Odisha #Jajpur #Badachana #Alcohol_Shop #Protest