ନିଆଁରେ ଜଳଗଲା ସମ୍ପୂର୍ଣ୍ଣ କାଜୁ ଜଂଗଲ । ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ପୁବୁସାହି ଓ ନୂଆଗାଁ ମୌଜାରେ ଥିବା କାଜୁ ଜଂଗଲରେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଜଣାପଡିଛି। ଫଳରେ ପାଖାପାଖି ୨ଶହ କାଜୁ ଓ ପଟାଶ ଗଛ ସମ୍ପୂର୍ଣ୍ଣ ଜଳିଯାଇଥିବା ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି ......
#ArgusNews #Khordha #FireMishape
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app