ଦୁର୍ଘଟଣାରୁ ବର୍ତ୍ତିଗଲା ହେଲେ ଭଲ ହୋଇ ଘରକୁ ଫେରିନି କୁନି ଝିଅ
ଗତ 17 ତାରିଖ ଘଟି ଯାଇଥିବା ଛାତିଥରା ଦୁର୍ଘଟଣାର ଏତେ ଦିନ ପରେ ମଧ୍ୟ ସଂପୂର୍ଣ୍ଣ ଠିକ୍ ହୋଇ ଫେରି ନାହିଁ ରିଦ୍ଧି । ସାମ୍ନା ପଟୁ ଟ୍ରକ ଧକ୍କା ଦେବାରୁ ସେଦିନ ରିଦ୍ଧିର ଅଜା ଆଇ ଗଜିନ୍ଦ୍ର ଦଣ୍ଡସେନା ଏବଂ ସୁଦେଷ୍ଣା ଦଣ୍ଡସେନାଙ୍କ ଜୀବନ ଘଟଣା ସ୍ଥଳରେ ଚାଲି ଯାଇଥିଲା। ଅଳ୍ପକେ ବର୍ତ୍ତିଯାଇଥିଲା କୁନି ଝିଅଟି। କିନ୍ତୁ ବର୍ତମାନ ବ୍ରେନ ସର୍ଜରୀ ପାଇଁ ଦରକାର ହେଉଛି ଦଶ ଲକ୍ଷ ଟଙ୍କା.....
#ArgusNews #Odisha #Nuapada #Accident
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app