#ଚଇତି_ପର୍ବ_ବନ୍ଦ_କରିବାକୁ_ଯାଇ_ପୋଲିସ_ଖାଇଲା_ମାଡ...
କପ୍ତିପଦା ଥାନା ଦେୱାନବାହାଳୀରେ ଚାଲିଥିବା ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ମାଡ ମାରିବା ସହିତ ପୋଲିସ ଗାଡି ଭଙ୍ଗାରୁଜା କରିଲେ ସ୍ଥାନୀୟ ଲୋକେ...
#ArgusNews #Odisha #Mayurbhanj #Police #policebeatenbypublic