ଯୋଜନା ନାଁରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଯୋଜନାର ବାସ୍ତବ ସୁବିଧା କିନ୍ତୁ ପହଞ୍ଚି ପାରୁନି ଗରିବ ହିତାଧିକାରୀ ପାଖରେ । ସ୍ୱାଧୀନତାର 74 ବର୍ଷ ବିତି ଯାଇଥିଲେ ବି... ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆଜି ବି ଅନ୍ଧାରି ମୂଲକରେ ଜୀବନ ବିତାଉଛନ୍ତି ଲୋକେ ...
#ArgusNews #Odisha #sahayata
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app