ମଦ ବିରୋଧରେ ସ୍ବର ଉଠାଇବାରୁ ସରୋଜଙ୍କୁ ହତ୍ୟା । ଚୌଦ୍ବାର ଅଞ୍ଚଳରେ ମାତିଲେ ମଦ ମାଫିଆ । ଥାନାରେ ଏତଲା ଦେବାରୁ ଟାଙ୍ଗିଆ ଓ କଟୁରୀରେ ହାଣି ହତ୍ୟା ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ ବସିଥିଲା ପୋଲିସ ....
#ArgusNews #Cuttack #Choudwar #Murder #Liquor