ହୀରାକୁଦରେ ବର୍ତ୍ତମାନ 24ଟି ଗେଟ ଦେଇ 4 ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି । କିନ୍ତୁ ବନ୍ୟାଜଳ ନିଷ୍କାସିତ ହେଉନଥିବାରୁ ଖୋର୍ଦ୍ଧା, ପୁରୀରେ ବନ୍ୟା ସ୍ଥିତି ସଙ୍ଗୀନ । ଜଳବନ୍ଦୀ ଅନେକ ଗାଁ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ହୀରାକୁଦରେ ଜଳସ୍ତର ସ୍ଥିର ରହିଛି । ପୂର୍ଣ୍ଣମୀ ପରେ ପରିସ୍ଥିତିରେ ସୁଧାର ଆସିବ ...
#ArgusNews #Flood_Situation #Odisha