Argus Update News 3pm ||
- ପୁଣି ଗାନ୍ଧି ପରିବାର ବିରୋଧରେ କଂଗ୍ରେସ ଭିତରୁ ବିରୋଧର ସ୍ବର….
- ରାଜଧାନୀରେ ଛାତ୍ର କଂଗ୍ରେସର କମ୍ପନ ସମାବେଶ...
- ଅଞ୍ଜନା ମିଶ୍ର ମାମଲାର ପରିସମାପ୍ତି ଘଟାଇଲେ ହାଇକୋର୍ଟ...
- ବଲାଙ୍ଗିର ପୋଲିସ କବଜାରେ 2 ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା...
- ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ....
- ଆରମ୍ଭ ହେଲା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟୀକାକରଣ...
- ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼...
- ପ୍ରେମ ଦେଖେନି ଜାତି, ଧର୍ମ କି ସୌନ୍ଦର୍ଯ୍ୟ.....
- ଆଜି ଓଲିଉଡ ଷ୍ଟାର ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର...
#ArgusNews #Odisha #ArgusUpdateNews #UpdateNews #Headlines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍