କଂଗ୍ରେସର ବିଦ୍ୟୁତ ଦର ପ୍ରତ୍ୟାହାର ଦାବି
ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ଜାନୁଗଞ୍ଜ ଗୋଲେଇଠାରେ ଥିବା ଟାଟା ପାୱାର ଏଣ୍ଡ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଅଫିସ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି....
#ArgusNews #Odisha #Balasore #Congress #Strike #ElectricCharge