ପିତା କଲରା ଏବେ ରଶ୍ମୀରଂଜନ ବାଘଙ୍କ ଜୀବିକାରେ ଭରି ଦେଇଛି ମିଠା । କରୋନା ମହାମାରୀ ଅନେକଙ୍କ ଜୀବିକାକୁ ଛଡାଇ ନେଇଥିବା ବେଳେ ରଶ୍ମିଙ୍କ କଲରା ଚାଷ ତାଙ୍କୁ ଆତ୍ମନିର୍ଭର କରାଇଛି । ବୌଦ୍ଧ ଜିଲ୍ଲା କୁଇଲିସୁତା ଗାଁର ଏହି ଯୁବ ଚାଷୀ ଏବେ ଜୈବିକ ଉପାୟରେ କଲରା ,ଲଙ୍କା ଓ ଅନ୍ୟାନ ପନିପରିବା ଚାଷ କରି ମାସିକ ୧୦ ହଜାର ଟଙ୍କା ରୋଜଗାରର ବାଟ ବାହାର କରିପାରିଛନ୍ତି....
#ArgusNews #Odisha #Boudh #Kalara_Farming #Good_News