ମାଆ କୋଳରୁ ଶିଶୁକୁ ଉଠାଇ ନେଲେ ଯୁବତୀ
ଧର୍ମଶାଳା ପରେ ବଡଚଣା...ମାତିଛନ୍ତି ମୋରମ୍ ମାଫିଆ....ଲୁଟ ଚାଲିଛି ଲଘୁ ଖଣିଜ ପଦାର୍ଥ....ବିଧାୟକ ଓ ସାଂସଦଙ୍କ ଛତ୍ରଛାୟା ତଳେ ରହି ମାଫିଆ ମାନେ କରୁଛନ୍ତି ରାଜସ୍ୱ ଲୁଟ....ଆଉ ଚେଇଁ ଶୋଇ ଦେଖୁଛି ଜିଲ୍ଲାପ୍ରଶାସନ...ନଜର ପକାନ୍ତୁ ଏହି ରିପୋର୍ଟ ଉପରେ
#ArgusNews #Jajpur #Badachana #Loot #Mines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app