‘ମୋ ଗୁହାଳ’ ଯୋଜନାରେ ବ୍ୟାପକ ଦୁର୍ନୀତି । ପକ୍କା ଘରର ଦେଖା ନାହିଁ...ହେଲେ କାଗଜ କଲମରେ ଉଠିଛି ଲକ୍ଷ ଲକ୍ଷ ଟଙ୍କା । ତାହା ପୁଣି ହିତାଧିକାରୀଙ୍କ ଅଜାଣତରେ । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ସଦର ବ୍ଲକରୁ । ଏହାର ଦସ୍ତାବିଜ୍ ଲାଗିଛି ଅର୍ଗସ ହାତରେ । ଦୁର୍ନିତୀ ଅଭିଯୋଗର 3 ମାସ ପରେ ବି ଚୁପ୍ ଜିଲ୍ଲା ପ୍ରଶାସନ...
#ArgusNews #Odisha #Puri #Brahmagiri #Mo_Guhal_Yojona