ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପରି ରାଜ୍ୟର ମା’ ସମଲେଶ୍ୱରୀ, ମା’ ବିରଜା, ମା’ ତାରାତାରିଣୀ ଏବଂ ଶ୍ରୀନୀଳମାଧବ ୪ଟି ମନ୍ଦିରର ଅଧ୍ୟାଦେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ....
#ArgusNews #Odisha #ArgusUpdate #Temple_reopening Dharmendra Pradhan Naveen Patnaik