ରାଜ୍ୟ ର ଶିଳ୍ପ ରାଜଧାନୀ ରେ ବି ମିଳୁନି କାମ । ଫଳରେ ପୁଣି ଫେରିଯିବେ ପ୍ରବାସୀ ଶ୍ରମିକ । ନିଜ ତଥା ପରିବାର ର ପେଟପାଟଣା ପାଇଁ ଦୀର୍ଘ ବର୍ଷ ଧରି ବାହାର ରାଜ୍ୟ ରେ ଶ୍ରମିକ ଭାବେ କାମ କରୁଥିବା ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ର ଅନେକ ପ୍ରବାସୀ ଶ୍ରମିକ କିଛି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ସାତକୋଶିଆ ଅଭୟାରଣ୍ୟ ର ଦୁର୍ଗମ ଅଞ୍ଚଳରେ ରହୁଥିବା ପ୍ରବାସୀ ଙ୍କ ବେଦନା ଦେଖିବା ଅନୁଗୁଳ ଜିଲା ରୁ ।
#TheArgus #ArgusOdisha #ArgusNews #Satakosia #Anugul #Migrantlabour