ଲକଡାଉନ ସମୟରେ ପୋଲିସ ମାଡ଼ର ଶିକାର ହୋଇ ଅପାରଗ ପାଲଟି ଯାଇଛନ୍ତି ରାଜଧାନୀର ଏକାମ୍ର ପାର୍କ ନିକଟରେ ଥିବା ବସ୍ତିରେ ରହୁଥିବା ଅଶୋକ କୁମାର ଦିଗଲ । ନିଜର ଗୋଟେ ଗୋଡ଼ ସମ୍ପୂର୍ଣ୍ଣ ଭାବେ ପକାଇବାକୁ ବର୍ତ୍ତମାନ ଅକ୍ଷମ । ବହୁ ଖର୍ଚ୍ଚାନ୍ତ ପରେ ବି ଠିକ ହେଉନି ଗୋଡ । ତେବେ ଅଧିକ ଚିକିତ୍ସା କରାଗଲା ଗୋଡ ଠିକ ହୋଇପାରନ୍ତା । ତେବେ ଏଥିପାଇଁ ସହାୟତା ଲୋଡିଛନ୍ତି ଦିଗଲ.....
#ArgusNews #Odisha #Bhubaneswar #Helpless