ଦୀର୍ଘ ୬ ବର୍ଷ ପରେ ପୁଣି ଫେରିବେ ବାବା ସାରଥି । ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି ଓରଫ ସନ୍ତୋଷ ରାଉଳ । ସାରଥିଙ୍କୁ ପ୍ରବଚନ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ ...ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ କରିଥିଲେ ସାରଥି : ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ
#ArgusNews #SarathiBaba #HighCourt
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app