ଯଦି ହୋମ ଆଇସୋଲେସନରେ ରହି କାହାର ଅବସ୍ଥା ଗୁରୁତର ହୋଇପଡ଼େ ତାହେଲେ କ’ଣ କରିବାକୁ ପଡ଼ିବ ବା କେଉଁସବୁ ଲକ୍ଷଣ ଦେଖାଦେଲେ ହୋମ ଆଇସୋଲେସନରେ ଥିବା ରୋଗୀ ତୁରନ୍ତ ହସପିଟାଲର ସହଯୋଗ ନେବେ ସେ ନେଇ ଅନେକଙ୍କ ମଧ୍ୟରେ ରହିଛି ଦ୍ୱନ୍ଦ । ଏ ନେଇ ଆସନ୍ତୁ ଜାଣିବା କଣ ରହିଛି ବିଶେଷଜ୍ଞଙ୍କ ପରାମର୍ଶ...
#ArgusNews #Odisha #Hole_Isolation #Corona #symptoms