କାଶ୍ମୀର ଯୁବକମାନଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ନଜର । ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ କରୁଛନ୍ତି କାଶ୍ମୀର ଯୁବଗୋଷ୍ଠୀଙ୍କୁ । ନିଖୋଜ ଅଛନ୍ତି ଗତ ୩ ବର୍ଷ ତଳେ ଭିସା ନେଇ ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଉର୍ଦ୍ଧ୍ୱ ଯୁବକ । ଭାରତ କିମ୍ବା ପାକିସ୍ତାନରେ କେଉଁଠି ସେମାନଙ୍କର କୌଣସି ଖୋଜଖବର ମିଳୁନାହିଁ....
#ArgusNews #National #Kashmir #Youth #Missing