ଧାରଣାବେଳେ ଆଖି ବୁଜିଲେ ଚାଷୀ । ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଅଭାବନୀୟ ଘଟଣା । ମୃତକ ସମ୍ବଲପୁରୀ ଗାଁର ବାଲମଣି ଭୋଇ । ଟୋକନ ଲ୍ୟାପ୍ସ ଯୋଗୁଁ 140 ଧାନ ବସ୍ତା ଲଖମାର ମଣ୍ଡିରେ ଡିସେମ୍ବର 22 ତାରିଖରୁ ପଡି ରହିଛି । ଯାହାକୁ ନେଇ ଚିନ୍ତାରେ ଥିଲେ ବାଲମଣି ....
#ArgusNews #FarmerDead #Death #Bargarh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app