ଜଙ୍ଗଲ ସୁରକ୍ଷାରେ କୁଞ୍ଜାମୁରା ଗ୍ରାମ
ରେଢାଖୋଲ ଉପଖଣ୍ଡ ନାକଟିଦେଓଲ ବ୍ଲକ୍ର କୁଞ୍ଜାମୁରା ଗ୍ରାମ। ଏଠାରେ ପଖାପାଖି ୨୦୦ ପରିବାର ଦୀର୍ଘ ୫ବର୍ଷ ହେବ ବନ ସୁରକ୍ଷା ସମିତି ନାମରେ କମିଟି ଗଠନ କରି ୧୫୦ ଏକର ଜାଗାରେ ବିଭିନ୍ନ ଗଛ ଲଗାଇଛନ୍ତି। ରେଢାଖୋଲ ବନବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ସମିତିକୁ ଆର୍ଥିକ ସାହାର୍ଯ୍ୟ କରାଗଲେ, ଗ୍ରାମର ଲୋକେ ରଖିଥିବା ଜଙ୍ଗଲକୁ ସଂରକ୍ଷିତ ରଖିପାରିବେ ବୋଲି କହିଛନ୍ତି.....
#ArgusNews #Odisha #ArgusUpdate #Sambalpur #Redhakhole #Forest
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app