ସ୍ଥାୟୀ ନିଯୁକ୍ତି ନ ପାଇଲେ ବିଧାନସଭାରେ ଆତ୍ମାହୁତି ଧମକ । ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ଡିଭିଜନରେ ବୈଦ୍ୟନାଥ ମହାପାତ୍ର ଦୀର୍ଘ 28 ବର୍ଷ ଧରି ଆକାଉଣ୍ଟ ସେକ୍ସନରେ କାର୍ଯ୍ୟକରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିୟମିତ ଚାକିରୀ ଭାବରେ କୌଣସି ବିଚାର କରିନାହାନ୍ତି ...
#ArgusNews #Assembly #Suicide #Boudh #Odisha