ପଶ୍ଚିମ ଗଡ଼ ଜିଣିବାକୁ ଶାସକ ଦଳର ପୁଣି ଏକ ଫଣ୍ଡା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ନାଁରେ ଲଲିପପ ଧରାଇଲେ ସରକାର । ମାତ୍ର ପୂର୍ବରୁ ବ୍ୟୟ ବରାଦ ହୋଇଥିବା ପାଣ୍ଠି ଦ୍ୱାରା ଲୋକଙ୍କର ହୋଇଛି କେତେ ବିକାଶ ତାକୁ ନେଇ ଆସନ୍ତୁ ଦେଖିବା ଆମର ଗ୍ରାଉଣ୍ଡ ରିପୋର୍ଟ.....
#ArgusNews #Odisha #WODC