#ବଲିଉଡ_ଗୀତରେ_ଚାଲିଥିଲା_ଡ୍ୟାନ୍ସ
#ଡ୍ୟାନ୍ସରେ_ବ୍ରେକ_ଲଗାଇଲା_ପୋଲିସ
ନିଝୁମ ରାତିରେ ବଲିଉଡ ଗୀତରେ ମତୁଆଲା ହୋଇଥିଲେ ପୂରା ଦର୍ଶକ । ସମସ୍ତ ହାତରେ ଥିଲା ମୋବାଇଲ, ମୋବାଇଲରେ ଲାଗିଥିଲା ଟର୍ଚ୍ଚ । ଚର୍ଚ୍ଚିତ ସଙ୍ଗୀତଜ୍ଞ ଜୁବିନ ନଟିୟାଲଙ୍କ ଗୀତରେ ପାଦକୁ ପାଦ ମିଶାଇ ନାଚୁଥିଲେ ଦର୍ଶକ । କିନ୍ତୁ ହଠାତ କାର୍ଯ୍ୟକ୍ରମରେ ପହଞ୍ଚିଲା ପୋଲିସ । କାହିଁକି ପହଞ୍ଚିଲା ପୋଲିସ, କଣ ପାଇଁ ଏଭଳି ପଦକ୍ଷେପ....
#ArgusNews #Odisha #Balasore #Cultural_Programme Jubin Nautiyal