ବାଙ୍ଗଲୋର ଜୋମାଟୋ ବୟ ମାମଲା
କିଏ ଖେଳୁଛି ଭିକ୍ଚିମ କାର୍ଡ
ପ୍ରଥମେ ତ ଗୋଟିଏ ପକ୍ଷ ଶୁଣି ଲାଗିଲା ବାସ୍ତବରେ ହିତେଶାଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଛି । ହେଲେ ବର୍ତ୍ତମାନ ଦୁଇ ପକ୍ଷର କଥା ଶୁଣିବା ପରେ ଦ୍ବନ୍ଦ ବଢିଛି... କିଏ ସତ କହୁଛି, କିଏ ମିଛ କହୁଛି, ତାହା ଜାଣିହେଉନି....
#ArgusNews #National #Bangalore #Zomato #Delivery_Boy_Kamraj #Hitesha_Chadranee_Case