ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କଲବଲ କରୁଛି ଜଳକଷ୍ଟ । ପାନୀୟ ଜଳ ସୁବିଧା ନଥିବାରୁ ଗୋଟିଏ ନଳକୂପ ଆଗେ ଭିଡ ଜମୁଛି । ଅଭିଯୋଗ କଲେ ନା ପ୍ରଶାସନ ଶୁଣୁଛି..ନା ଜଳ ସମସ୍ୟାର ସମାଧାନ ହେଉଛି.... ଢେଙ୍କାନାଳ ଜିଲ୍ଲା କାମାକ୍ଷନଗରର...
#ArgusNews #Odisha #Dhenkanal #Kamkhyanagar #WaterIssue