ବାଲେଶ୍ବର ବାହାନଗାରେ ବୀଭତ୍ସ ହତ୍ୟାର ପର୍ଦ୍ଦାଫାସ କରିଛି ପୋଲିସ । ଘରୋଇ କଳିରୁ ସାନ ପୁଅକୁ ହତ୍ୟା କରି ପୋତିଦେଲା ମାଆ ଓ ବଡ ଭାଇ । 11 ଦିନ ପରେ ଶୁଦ୍ଧକ୍ରିୟା କରିବାରୁ ସାମ୍ନାକୁ ଆସିଛି ସତ । ମୃତଦେହ ଉଦ୍ଧାର ହେବା ପରେ ଅଭିଯୁକ୍ତ ମାଆ ଓ ପୁଅକୁ ଗିରଫ କରିଛି ପୋଲିସ । ଆଜି ପୋଲିସ ଉପସ୍ଥିତିରେ କ୍ରାଇମ ସିନ ରିକ୍ରିଏସନ କରିଥିଲା ଅଭିଯୁକ୍ତ...
#ArgusNews #Odisha #Balasore #Bahanaga #Murder