#କାଲିଠୁ_ତାତିରୁ_ମିଳିବ_ତ୍ରାହି
କାଳବୈଶାଖୀ ଆଶଙ୍କା ଥିବାରୁ ରାଜ୍ୟରେ କମିବ ତାପମାତ୍ରା । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ବି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । 44.2 ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର....
#ArgusNews #Odisha #Bhubaneswar #Heat_Wave #temperature