ମାହାଙ୍ଗାରେ ଚାଲିଛି ଜେନା କମ୍ପାନୀ.....ଜଣେ ମନ୍ତ୍ରୀ ପ୍ରତାପ ଜେନା ଆଉଜଣେ ତାଙ୍କ ସମ୍ପର୍କୀୟ ଭାଇ ଆଡସିନାଲ ଏସପି ପି.କେ.ଜେନା । ଏହି ଦୁଇଜଣଙ୍କ ଆତଙ୍କରେ ଲୋକ ତ୍ରାହିତ୍ରାହି ଡାକିଲେଣୀ.....ମନ୍ତ୍ରୀ ଓ ତନ୍ତ୍ରୀ କେନ୍ଦ୍ରାପଡାରୁ ଆସି ଶାନ୍ତିପ୍ରିୟ ମାହାଙ୍ଗାକୁ ଅଶାନ୍ତି କରୁଛନ୍ତି । ଆଉ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆତଙ୍କରାଜ ବିରୋଧରେ ମାହାଙ୍ଗାରେ ଚାଲିଛି ପଦଯାତ୍ରା....ଆଉ ପଦଯାତ୍ରାରେ ସାମିଲ ହୋଇଛନ୍ତି ସାଧାରଣ ଜନତା
#ArgusNews #OdishaNews #Mhanga #BJP4Odisha
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app