ରାଷ୍ଟ୍ରପତି ଉଦଘାଟନ କରି କି ଯିବାର 24 ଘଣ୍ଟା ନ ପୁରୁଣୁ ରାଉରକେଲାର ଆଇ ଜି ଏଚରେ ଭଙ୍ଗାରୁଜା । ରାଉରକେଲା ନାଗରିକ ସୁରକ୍ଷା କମିଟିର ସଦସ୍ୟ ପାଟିତୁଣ୍ଡ କରିବା ସହ ରୋଗୀ ସେବା ଆରମ୍ଭ ହୋଇ ନଥିବା ପ୍ରତିବାଦରେ ଭଙ୍ଗାରୁଜା କରିଛନ୍ତି । ତେବେ କଥା ବିଧାନସଭାରେ ଉଠିଛି । ବିଧାୟକ ଶାରଦା ନାୟକଙ୍କ ଲୋକ ଏହି ଭଙ୍ଗାରୁଜା କରିଛନ୍ତି ବୋଲି ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା....
#ArgusNews #Odisha #Rourkela #President #IGH