ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି । ପ୍ରଶାସନ ତରଫରୁ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଏବଂ ପିପିଲି NACରେ ଲାଗିଥିବା ସମସ୍ତ ହୋଡିଂ ଏବଂ ବ୍ୟାନରକୁ ହଟାଯାଇଛି । ଆଚାରଣ ବିଧି ଲାଗୁ ପରେ ଜିଲ୍ଲା ପ୍ରଶାସନ ଓ ଡେଲାଙ୍ଗ ପୋଲିସ ଫୋର୍ସ ମୁତୟନ କରି ବଜାର, ବେରବୋଇ ବଜାର, ହାଟ ବଜାର୍ ପ୍ରଭୃତି ସ୍ଥାନରୁ ପୋଷ୍ଟର ହଟାଇଛି ...
#ArgusNews #Odisha #Pipili #ByElection #Puri