#ଆଭ୍ୟନ୍ତରୀଣ_ଓଡିଶାରେ_ଗ୍ରୀଷ୍ମପ୍ରବାହ_ଜାରି...
40 ଡିଗ୍ରୀ ଉପରେ 5ଜିଲ୍ଲାର ତାପମାତ୍ରା...ସୋନପୁରରେ ସର୍ବାଧିକ 43.1ଡିଗ୍ରୀ ତାପମାତ୍ରା ରେର୍କଡ...ଅନ୍ୟପଟେ କାଳବୈଶାଖି ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ମଧ୍ୟ ବର୍ଷା ଅନୁଭୁତ...
#ArgusNews #Odisha #weather #Summerflow #Temperature