ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ
ପିପିଲି ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହେଉଛି । ଇଭିଏମ ଓ ଭିଭିପାଟ ପହଁଚି ସାରିଛି । କୋଭିଡ୍ ଗାଇଡ଼ଲାଇନ ଅନୁସାରେ ନିର୍ବାଚନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ......
#ArgusNews #Odisha #Pipili #By_Election #SushilKumarLohani