କାହାର ଟଙ୍କା ଟେ ଖାଇନି, ଦୁନିଆର ଲୋକମାନେ ମୋତେ ବ୍ଲାକମେଲ କରୁଛନ୍ତି ....ବିଜୁ ମହିଳା ଜନତା ଦଳ ଉପ ସଭାନେତ୍ରୀ ମୀରା ପରିଡାଙ୍କ ଆତ୍ମହତ୍ୟା ଉଦ୍ୟମର ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ...ସୋସିଆଲ୍ ମିଡିଆରେ ଲାଇଭ ଆସି ଅନେକ କଥା କହିଛନ୍ତି ମୀରା ....
#ArgusNews #MeeraParida #Bjd #SocialMedia #viralvideo
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app