ଆୟ୍ରବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା I ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଲା ଜାମିନ I ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଜାମିନ I ନିର୍ଧାରିତ ସମୟରେ ଚାର୍ଜସିଟ ଫାଇଲ କରାଯାଇନଥିବାରୁ ମିଳିଲା ଜାମିନ...
#ArgusNews #Odisha #akashpathak
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app