ସ୍ୱାଧୀନତାର ସାତ ଦଶନ୍ଧି ପରେବି ଲୋକଙ୍କ ପାଖରେ ପହଂଚି ପାରିନି ମୌଳିକ ସୁବିଧା । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସବୁ କିଛି ଅପହଞ୍ଚ । ଆଜିବି ଗାଁକୁ ଯାତାୟାତ କରିବା ପାଇଁ ପକ୍କା ରାସ୍ତା ଟିଏ ନାହିଁ । ଗାଁ ଲୋକଙ୍କ ପାଇଁ କାଳ ସାଜିଛି ତାମରଡ଼ା ନଦୀ....
#ArgusNews #Berhampur #Bhanjanagar #TamaradaRiver