ବହୁ ଚର୍ଚ୍ଚିତ ମାନବ ପ୍ରେମୀ ଆଦିତ୍ୟ ଦାସ ମୁତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି : ବ୍ୟୋମକେଶ ତ୍ରିପାଠୀ ଆଇନଜୀବୀ
#ArgusNews #Cuttack #AdityaDas_Suicide_Case
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app