ସ୍ୱାଭିମାନ ଅଂଚଳରେ ମାଓ ନେତାଙ୍କ ଧମକପୂର୍ଣ୍ଣ ଚିଠି ପରେ ହାଇ ଆଲର୍ଟ ମାଲକାନଗିରି ପୋଲିସ । ଲୋକଙ୍କୁ ସୁରକ୍ଷା ସହ ସ୍ୱାଭିମାନ ଅଞ୍ଚଳରେ ଶାନ୍ତି ବଜାୟ ପାଇଁ ସଜାଗ ରହିଛି ମାଲକାନଗିରି ପୋଲିସ । କୂମ୍ବିଂକୁ ଜୋରଦାର କରାଯିବା ବେଳେ ଗୁଇନ୍ଦା ବିଭାଗକୁ ମଧ୍ୟ ସତର୍କ କରାଯାଇଛି ...
#ArgusNews #Odisha #Malkangiri #Maobadi