ଦୁର୍ଘଟଣାକୁ ଅପେକ୍ଷା କରିଛି ବିପଦ ସଙ୍କୁଳ ପୋଲ । ପୋଲର କାନ୍ଥ 4 ଫୁଟ ଦବି ଯାଇଥିବା ବେଳେ ଅବସ୍ଥା ଶୋଚନୀୟ ହୋଇପଡିଛି । ବାରମ୍ବାର ଅଭିଯୋଗ ପରେ ବି ଏଥିପ୍ରତି ଦୃଷ୍ଟି ଦେଉନି ପ୍ରଶାସନ । ଯାହାକୁ ନେଇ ଚିନ୍ତାରେ ପୋଲ ଉପରେ ନିର୍ଭର କରୁଥିବା ଗ୍ରାମବାସୀ......
#ArgusNews #Odisha #Puri #Gop #Bridge