ବ୍ରାଉନ ସୁଗାର...ବିଜେଡି...ଛାତ୍ର ନେତାଙ୍କ ଲିଙ୍କ । ଶାସକ ଦଳର ଛତ୍ର ଛାୟା ତଳେ ରାଜଧାନୀର ଗଳି କନ୍ଦିରେ ଧଳା ଜହର ମିଳିଥିବା ନେଇ ବିରୋଧୀଙ୍କ ଅଭିଯୋଗ । ଏଭଳି ପରିସ୍ଥିତିରେ ଗତ କାଲି ଜଣେ ପୂର୍ବତନ କର୍ପୋରେଟରଙ୍କ ପୁଅ ଡ୍ରଗ୍ସ କାରବାରରରେ ଧରା ପଡିବା ପରେ ଏହି ଅଭିଯୋଗକୁ ଅଧିକ ଖୋରାକ ମିଳିଛି...
#ArgusNews #Odisha #Bhubaneswar #BJD #Drug #corporator