ମୃତଦେହ ରଖି ଥାନା ଆଗରେ ଧାରଣା
ଗତ 23 ତାରିଖରେ ସେକ୍ଟର-20 ବୈକୁଣ୍ଠ ଘାଟ ନିକଟରେ ଚାଲିଥିଲା ପାର୍କର ପାଚେରୀ କାମକୁ ନେଇ ଠିକା ସଂସ୍ଥାର କିଛି କର୍ମଚାରୀଙ୍କ ସହ ବଚସା ହୋଇଥିଲା । ଠିକା ସଂସ୍ଥାର କର୍ମଚାରୀ ମାନସ ନାୟକ, ଜିତେନ୍ଦ୍ର ତନ୍ତୀ, ଅଜୟ ମଲିକଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ ହୋଇଥିଲା । ପରେ ଏହି ତିନିଜଣ ମୁନା ମଲିକଙ୍କୁ ଠେଲିଦେଇଥିବା ଅଭିଯୋଗ ହୋଇଛି.......
#ArgusNews #Odisha #Sundergarh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app