OLX ରେ କିଣୁଛନ୍ତି କି ଗାଡ଼ି । ଯଦି କିଣୁଛନ୍ତି, ତେବେ ସାବଧାନ । ଗାଡି ଚୋର ଆପଣଙ୍କ ସାମ୍ନାରୁ ଗାଡି ନେଇ ଚାଲିଯିବ ଆପଣ ନିଜେ ଚୋରକୁ ଗାଡି ଚାବି ବି ଦେବେ । ତେବେ ଦେଖନ୍ତୁ ଏ ଚାଲାକ ଚୋରକୁ ଆଉ ଏ ଚାଲାକ ଚୋରର ଚୋରୀ ଷ୍ଟାଇଲ ଜାଣିଲେ ଅପଣ ବି ଆଶ୍ଚର୍ଯ୍ୟ ହେବେ । ଲୋକଙ୍କଠୁ ଗାଡି ଚାବି ନେଇ ଲୋକଙ୍କ ସାମ୍ନାରୁ ଆଖିରେ ଆଙ୍ଗୁଠି ଗେଞ୍ଜି ଗାଡି ଚୋରେଇ ନେଇ ଯାଏ ଏହି ଚାଲାକ ଚୋର ଅମିତ ପାତ୍ର....
#ArgusNews #Odisha #OLx #Cheating #Loot