ମହାମାରୀରେ ମହାଦୁର୍ନୀତି । ଟେଣ୍ଟ ଲଗାଇବା, କରୋନା ରୋଗୀଙ୍କ ଖାଦ୍ୟ ଓ ବ୍ୟାନର ନାଁରେ ହୋଇଛି ହରିଲୁଟ୍ । ହଜାର କି ଦୁଇ ହଜାର ନୁହଁ କୋଟି କୋଟି ଟଙ୍କାର ରାଜସ୍ବ ହୋଇଛି ଚଳୁ । ବଲାଙ୍ଗିର ଟିକ୍ରାପଡାର ସୂଚନା ଅଧିକାର କର୍ମୀ ଶମ୍ଭୁପ୍ରସାଦ ଶତପଥୀ ଏନେଇ ଖୁଲାସା କରିଛନ୍ତି । ଏନେଇ ବଲାଙ୍ଗିର ପୌରପାଳିକାକୁ ତଥ୍ୟ ମଗାଯାଇଥିଲା । କାହାକୁ ଟେଣ୍ଟ କାମ ଦିଆଯାଇଥିଲା ଓ ସେ ବାବଦକୁ ତାଙ୍କୁ କେତେ ଟଙ୍କା ଦିଆଯାଇଛି। ମାତ୍ର ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି.......
#ArgusNews #Odisha #Bolangir #Corruption #Corona
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app